50 ଡେଇଁଲା ପିଆଜ । ବଜାରରେ ମହଙ୍ଗା ମାଡ । ପୁଣି ଥରେ ଗ୍ରାହକଙ୍କୁ କନ୍ଦାଇଲାଣି ପିଆଜ । ବଜାରରେ ହୁ ହୁ ହୋଇ ପିଆଜ ରେଟ ବଢୁଥିବାରୁ ଚିନ୍ତାରେ ଖାଉଟି । ନାସିକରୁ ପିଆଜ ଆସୁଥିବାରୁ ଦୁଇ ସପ୍ତାହରେ ଦୁଇଗୁଣା ବଢିଛି ପିଆଜ ରେଟ୍.....
#ArgusNews #Odisha #Cuttack #Onion_Price