ବିହାରରେ ଦାରିଦ୍ର୍ୟ ରୂପକ ବେମାରୀରୁ ରକ୍ଷା କରି ରାଜ୍ୟକୁ କରିବ ଆତ୍ମନିର୍ଭର । ବୁଧବାର ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଆତ୍ମନିର୍ଭର ବିହାର ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି....
#ArgusNews #National #Bihar_Election #Atmanirbhar_Bharat #PM #Narendra_Modi