କେନାଲରେ ଭାସିଗଲେ ଭିସୁଟ୍ ଛାତ୍ର । ସମ୍ବଲପୁର ବୁର୍ଲା ପାୱାର କେନାଲରେ ଭାସିଗଲେ ଭିସୁଟ୍ ଛାତ୍ର । ମେକାନିକାଲ୍ ବିଭାଗର ଦ୍ଵିତୀୟ ବର୍ଷ ଛାତ୍ର ଭାସିଗଲେ । ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।
#breakingnews #sambalpur #vssut #burla #powercanal #Odisha #ArgusNews