#ପ୍ରେମ_ଓ_ପାରିବାରିକ_କଳହରୁ_ଜୀବନ_ହାରୁଛନ୍ତି_ଯୁବପିଢି
ଆତ୍ମହତ୍ୟା ମାମଲାରେ ଉପର ମୁଁହା ଓଡ଼ିଶା । ଛାତ୍ର ଆତ୍ମହତ୍ୟାରେ ଓଡିଶା ଦେଶରେ ଦ୍ଵିତୀୟ । ଯେଉଁ ବୟସରେ ପାଠ ପଢିବା କଥା ସେହି ବୟସରେ ନିଜ ଜୀବନ ନିଜେ ନେବାକୁ ପଛାଉ ନାହାଁନ୍ତି । ପରିବାର ଗଢିବା ବୟସରେ ଯୁବତୀ ମାନେ ବାଛୁଛନ୍ତି ଆତ୍ମହତ୍ୟାର ରାସ୍ତା । ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ ।
#DeathCase #youth #NCRBreport #Bhubaneswar #Odisha #ArgusNews