#ଅନ୍ତର୍ଜାତୀୟ_ଫୁଟବଲ_ଖେଳାଳିଙ୍କୁ_ଉପେକ୍ଷା
ସରକାର ବଡ ଷ୍ଟାଡିୟମ ବନାଉଛନ୍ତି । କିନ୍ତୁ ଖେଳାଳିଙ୍କ ଖେଳିବା ପାଇଁ ଗ୍ରାଉଣ୍ଡଟିଏ ନାହିଁ । ସୁନ୍ଦରଗଡ ଲାଠିକଟା ବ୍ଲକରୁ ସର୍ବାଧିକ ୫ଜଣ ଅନ୍ତର୍ଜାତୀୟ ମହିଳା ଫୁଟବଲ୍ ଖେଳାଳି ବାହାରିଥିଲେ ମଧ୍ୟ ଏମାନଙ୍କ ଗାଁରେ ପଡିଆଟିଏ ନାହିଁ ।
#ArgusNews #Odisha #Sundargarh #Lathikata #Playground #Nationalplayer #stadium