ଅଫିସ୍ ଅଫ୍ ପ୍ରଫିଟ୍ ରେ ଥିବା ବିଧାୟକଙ୍କ ପଦବି ରଦ୍ଦ ମାମଲା। ରାଜ୍ୟପାଳଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇ କୋର୍ଟ । ବିଧାୟକ ଭାବେ ନୀର୍ବାଚିତ ହେବା ପରେ ମଧ୍ୟ ଅଫିସ ଅଫ ପ୍ରଫିଟ୍ ତଥା ଲାଭ ଜନକ ପଦବିରେ ରହି ମନ୍ତ୍ରୀଙ୍କ ଭଳି ବିଭନ୍ନ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ବିଧାୟକ। ଯାହାକି ସମ୍ବିଧାନର ବିରୋଧାଚରଣ କରୁଛି
#ArgusNews #Odisha #ArgusNewsTV #Highcourt #office_of_profit #MLA