#ହାପି_ବାର୍ଥଡେ_ବେବି_ପାଇଥନ !
ଖୋର୍ଦ୍ଧାରୁ ମିଳିଲା 30 ଅଜଗର ଅଣ୍ଡା । ସଫଳ ହେଲା ମିଶନ । 18 ଦିନର କଡ଼ା ସୁରକ୍ଷା ପରେ ଶେଷରେ ବାହାର ଦୁନିଆ ଦେଖଛନ୍ତି କୁନି ଅଜଗର । ଏଭଳି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଦେଖିବା ଖୋର୍ଧାରୁ ଏ ରିପୋର୍ଟ
#ArgusNews #Odisha #ArgusNewsTV #Khordha #babypython #pythonegg