#ରେଢାଖୋଲ_ବ୍ଲକ_ରେଙ୍ଗାଲି_ଗ୍ରାମର_୧୩ବର୍ଷର_ପିଲା_ସୁବ୍ରତ_ପ୍ରଧାନ ।
ଥାଲାସେମିଆ ରୋଗ ନେ ପଡିକିନା ପାଠ ପଢା ବନ୍ଦ ହେଲା। ସବୁ ସମୟରେ ଖଟରେ ଶୋଇ ରହୁଛନ୍। ଜଙ୍ଗଲ ଭିତରେ ମାଟି କାନ୍ଥର୍ ଘର ତାଙ୍କର। ସରକାରଙ୍କ ଯୋଜନାନେ ଘରଟେ ବି ଆଜି ତକ୍ ପାଇ ନାଇ ପାରଲେ ତାକର୍ ବାପା ଦନାର ପ୍ରଧାନ
#ArgusNews #Odisha #sambalpur #Redhakhol #Thalasemia