ପରୀ ମାମଲାକୁ ଆଜିକି ବର୍ଷେ ପୁରିଲା। ମୋ ଝିଅକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିଲାନି । ଆମେ ସଂଘର୍ଷ ଜାରି ରଖିଛୁ । ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରୀର ମା' ।
#ArgusNews #Odisha #Nayagarh #paricase #justiceforpari