#କାର୍ଡ୍_ଛାଡ଼_ରାସ୍ତା_ଦିଅ
ବାଣ୍ଟିବାକୁ ଯାଇଥିଲେ ସ୍ବାସ୍ଥ୍ୟକାର୍ଡ । ସେପଟେ ରାସ୍ତାକୁ ନେଇ ପ୍ରଶ୍ନବାଣ ମାରିଲେ ସାଧାରଣ ଜନତା । ଆମେ କହୁଛୁ, ବିଜେଡିର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ହଟହଟା ହେବାର କଥା ।
#MLA #bjd #TusharKantiBehera #bijuswasthyacard #RoadProblem #Odisha #ArgusNews