#ବିଦେଶରେ_କୁମାର_ଉତ୍ସବ
ସୁଦୂର ଆମେରିକାରେ ଦେଖିବାକୁ ମିଳିଛି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ । ଅକ୍ଟୋବର ୨୩ରେ ଆମେରିକାର ଆଟ୍ଲାଣ୍ଟା ସହରରେ ପ୍ରବାସୀ ଓଡ଼ିଆମାନେ ଆନନ୍ଦ ଓ ଉତ୍ସାହର ସହ କୁମାର ଉତ୍ସବ ପାଳନ କରିଥିଲେ ।
#america #KumarPurnima #festival #odiafamily #Odisha #ArgusNews