#ବିପଦରେ_ରାଜ୍ୟର_ପ୍ରାକୃତିକ_ବୃକ୍ଷରାଜି_ଓ_ଜଙ୍ଗଲ_ସମୁହ।
ନିଆଁ ଆଁରୁ ରକ୍ଷା ପାଇ ପାରୁନାହିଁ ଜଙ୍ଗଲ । ରାଜ୍ୟ ସଭାରେ ଆସିଥିବା ଏକ ଲିଖିତ ଉତ୍ତରରୁ ଆସିଛି ଆଖି ତରିଟିଲା ଭଳି ତଥ୍ୟ । ତଥ୍ୟ କହୁଛି ରାଜ୍ୟରେ କମିବା ପରିବର୍ତ୍ତେ ବଢିଚାଲିଛି ଜଙ୍ଗଲ ନିଆଁ ।
#ArgusNews #ArgusNewsTV #Odisha #ForestFire