ଝିଅଙ୍କ ମୁହଁରେ ରାମ ନାମ ସତ୍ୟ ହେ , ହରି ନାମ ସତ୍ୟ ହେ
ମା' କୁ ମୁଖାଗ୍ନି ଦେବାକୁ ଆସିଲେନି ପୁଅ । ବିବାହିତା ଝିଅ ମା କୁ କାନ୍ଧ ଦେଇ ନେଲେ ସ୍ବର୍ଗଦ୍ବାର । ମୃତ୍ୟୁ ଖବର ପାଇ ଘରକୁ ଆସିଲେନି ଦୁଇ ପୁଅ । ସହିବାସିନ୍ଦାଙ୍କ ସହଯୋଗରେ ସ୍ବର୍ଗଦ୍ବାରରେ ହେଲା ଅନ୍ତିମ ସଂସ୍କାର ।
#Puri #MotherDeath #Funeral #Daughters #Swargadwara #Odisha #ArgusNews