ପାଣି ପାଇଁ ସରକାରଙ୍କ ମାଳ ମାଳ ଯୋଜନା । କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରୁନି ଏ ସୁବିଧା । ସବୁଠୁ ବିଡ଼ମ୍ବନାର କଥା, ପାଣି ପାଇଁ ଟଙ୍କା ମାଗୁଛନ୍ତି ସରପଞ୍ଚ । ଆଉ ଟଙ୍କା ନଦେଲେ ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଦେଉଛନ୍ତି ।
#ArgusNews #Odisha #ArgusNewsTv #Dhenkanal #Sarapancha #Dadagiri