#ମାତ୍ର_ଦେଢବର୍ଷ_ଭିତରେ_ବାପା_ମା_ଚାଲିଗଲେ_ଆର_ପାରିକୁ
#ଅନାଥ_ହୋଇଗଲ_ଭାଇଭଉଣୀ
ଏବେ ଅଶୀ ବର୍ଷର ବୁଢୀ ଜେଜେମାଙ୍କ ସହ ରହୁଛନ୍ତି ଦୁଇ ଶିଶୁ । ସମ୍ପତ୍ତି କହିଲେ ଏଇ ଭଙ୍ଗା କୁଡିଆ ଆଉ ବାପମା ଛାଡି ଯାଇଥିବା ଅଜଶ୍ର ଦୁଃଖ । ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବନ୍ଧପାଟଣା ଗାଁ ର ବାସବ ସେଠୀ । ଏକ ଦୁରାରୋଗ୍ୟରେ ଚାଲିଗଲେ ଆରପାରିକୁ । ପରେପରେ ସ୍ତ୍ରୀ ପ୍ରମିଳାଙ୍କ ମଧ୍ୟ ଯକ୍ଷ୍ମା ରୋଗରେ ହେଲା ଅକାଳ ମୃତ୍ୟୁ । ଏତେବଡ ସଂଶାରରେ ଏକା ହୋଇଗଲେ ଏଇ ଦୁଇ ଭାଇଭଉଣୀ ।
#Kendrapara #Rajnagar #children #basabasethi #Odisha #ArgusNews