ଜଳ ମୁହାଣର ଅକାତକାତ ପାଣି। ଆଉ ସେହି ପାଣି ଭିତରେ ଭଙ୍ଗାଦଦରା ଡଙ୍ଗାଟିଏ । ଏମିତି କି ଡଙ୍ଗାର କାତ ବି ସଠିକ କାମ କରୁନି । ଆଉ ସେହି ଡଙ୍ଗାରେ ପାର ହେଉଛି 5ଖଣ୍ଡ ଗାଁର ଲୋକେ।
#ArgusNews #Odisha #ArgusNewsTv #Berhampur #bridgeissue