#ମୁଣ୍ଡ_ଉପରୁ_ଛପର_ଉଡାଇ_ନେଇଛି_ଲଘୁଚାପ_ବର୍ଷା
ବର୍ଷା ଦେଇକିନା ଗଲା କେତନି କେତେ ଦୁଃଖ୍ । କାହାର ଘର୍ ଭାଙ୍ଗି ଯାଇଛେ ତ କାହାର୍ ଛାତ୍ ଭୁଷଡି ଯାଇଛେ। ଫେର୍ କାହାର୍ ଘରେ ପାଏନ୍ ପଶିକିନା ଚୁଏଲ୍ ନାଇ ଜଲବାର୍ ।
#Subarnapur #rain #flood #housebroken CMO Odisha #help #Odisha #ArgusNews