ମୋଦିଙ୍କ ଦ୍ବିତୀୟ ପାଳି ସରକାରର ପ୍ରଥମ ସମ୍ପ୍ରସାରଣ ଆଜି ଅପରାହ୍ନରେ ହେବା ସମ୍ଭାବନା। ସରକାରରେ 53ଜଣ ମନ୍ତ୍ରୀ ଥିବା ବେଳେ 28 ପଦ ଖାଲି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନାନ୍ଦ ସୋନୱାଲ, ସୁଶିଲ ମୋଦିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର।
#ArgusNews #Odisha #ArgusUpdateNews #CabinetReshuffle