ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଦିଗହରା ପଶ୍ଚିମ ଓଡିଶା ବିକାଶ ପରିଷଦ । ପଶ୍ଚିମ ଓଡିଶା ବାସୀଙ୍କ ସ୍ବପ୍ନ ଧୂଳିସାତ। କେବେ ପୂର୍ଣ୍ଣାଙ୍ଗ ପରିଷଦ ଗଠନ ହେବ? ଖାଲିଥିବା ସଭ୍ୟ ପଦ ଗୁଡିକ କେବେ ପୂରଣ ହେବ ? ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ କେବେ ଖୋଲିବ ଏବେ ଏହି ପ୍ରଶ୍ନର ଉତ୍ତର ଖୋଜାଚାଲିଛି ।
#ArgusNews #Odisha #OdishaSrakar CMO Odisha