କୋରାପୁଟ ଲକ୍ଷ୍ମଣନାୟକ କଲେଜରେ ଜନ୍ମ ନେଇଛି ଏକ ଶିଶୁ, ଯାହାର ଜନ୍ମରୁ ନାହିଁ ଦୁଇଟି କାନ । ଦିନରେ କୁଲି କଲେ ଘରେ ଜଳେ ଚୁଲି ଏମିତିରେ ପୁଅ କାନ ଅପରେସନ୍ ପାଇଁ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ମାଁ କମଳା ମାଗ୍ରୀଆ ଏବଂ ବାପା ରାମଚନ୍ଦ୍ର ।
#ArgusNews #Odisha #Koraput #Jaypore #Earleesbaby