କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ପାରାବେଢା CHILDREN HOMEରେ ଅଘଟଣ । ଜୟପୁର ସେବା ଆଶ୍ରମରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ଦେହଙ୍କ ଝୁଲାନ୍ତା ମୃତଦେହ ଶୌଚାଳୟ ଭିତରୁ ଉଦ୍ଧାର ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଜୋରଦାର ପ୍ରତିବାଦ କରାଯାଇଛି.....
#Odishanews #Koraput #Jaypur #Child_Death