Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଭୀଷଣ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ ଆଲର୍ଟ
ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଘଟଣା, ଜଣେ ଗିରଫ
ଅର୍ଗସ ବ୍ୟୁରୋ: ପଡୋଶୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇବା ଘଟଣା । ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । କାନ୍ଥ ପାଚେରୀକୁ ନେଇ ଦୁଇ ପଡୋଷୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଝାରପଡା ଦୋଳ ମଣ୍ଡପ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ପୋଲିସ ସେଠାରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ବନ୍ଧୁକ ଦେଖାଇ ଆତଙ୍କ ଖେଳାଇ ଥିବାର ଭିଡ଼ିଓ ଭାଇରା
ପଦାରେ ପଡିଲା 25 ବର୍ଷ ସ୍ଥିର ସରକାରର କଳା କାରନାମା
ବାଲେଶ୍ୱର: ପର୍ଯ୍ୟଟନ କ୍ଷେତ୍ର ର ବିକାଶ ନାଁ ରେ ପ୍ରତାରଣା କରିଛି ୨୫ ବର୍ଷ ଶାସନ କରିଥିବା ବିଜେଡି ସରକାର l ଅନୁମୋଦନ କୁ ଏକ ବର୍ଷ ବିତି ଥିଲେ ମଧ୍ୟ ଆରମ୍ଭ ହୋଇପାରିନି ପ୍ରକଳ୍ପ l ବିଜେଡି ସରକାରରେ ବାଲେଶ୍ୱର ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଥିଲା ମିଛ ଧୂଆଁ ବାଣ l ନଜର ପକାନ୍ତୁ ଏହି ଚିଠି ଉପରେ। ବିଜେଡି ସରକାର ସମୟରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ବାଲେଶ୍ୱ