ସ୍ମୃତି ମାଧ୍ୟମରେ ମାଇଣ୍ଡ କୁ ଯେଉଭଳି ଭାବେ ମମ୍ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପିଲାଙ୍କୁ ଶିକ୍ଷା ଦୀକ୍ଷା ପ୍ରଦାନ କରିଛନ୍ତି ତାହା ଅବିଶ୍ୱାସନୀୟ ଅଟେ । ଯାହାରି ବଳରେ ପିଲାମାନେ ବିଦ୍ୟାଦାତା ଗଣେଶଙ୍କ ପର୍ବ ଦିନରେ ତାଙ୍କରି ମୂର୍ତ୍ତି ନିର୍ମାଣ କରିଛନ୍ତି ବିଭିନ୍ନ ବସ୍ତୁରେ ଯାହାକି ଏକ ଆଶ୍ଚର୍ଯ୍ୟର କଥା। ଏହି ସ୍କୁଲର ଶିକ୍ଷା ଦୀକ୍ଷା ଭବିଷ୍ୟତରେ ସମଗ୍ର ବିଶ୍ୱ ଦରବାରରେ ଏହାର ଗୁଣବତ୍ତା ଓ ନିଷ୍ଠା ସମ୍ବନ୍ଧରେ ମେସେଜ ଯିବ। ପିଲାଙ୍କ ଏକାଗ୍ରତା ବୃଦ୍ଧି ସକାଶେ ସ୍କୁଲ ପ୍ରତିଷ୍ଠାତା ପ୍ରଭୁ ଅଗ୍ରପୂଜ୍ୟ ଗଜାନନ ଙ୍କ ପାଇଁ ଭଳି କି ଭଳି ମୂର୍ତି ତିଆରି କରିଛନ୍ତି। ପାଠ ପଢିବା ସହ ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଜାଗ୍ରତ କରିବା ପାଇଁ ଏକ ପ୍ରୟାସ।
ଅଧିକ ଦେଖନ୍ତୁ :