କୋଟିଆ ପଂଚାୟତର ଉପର ସେମ୍ବି ଓ ନେରେଡିବାଲାସା ମଧ୍ୟରେ ଥିବା ଧୂଳିପଦର ଗାଁର ପ୍ରବେଶ ଛକରେ ସୋମବାର ସକାଳେ "ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ହିଁ ଆମ ଭରସା" ବୋଲି ତେଲୁଗୁରେ ଲେଖାଥିବା ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରଥମେ ସୀମାରେ ମାଡି ମାଡି ଆସୁଥିଲେ ଏବେ ସିଧା ଗାଁରେ ଆସି ଦଳୀୟ ପତାକା ମାରିଲେଣି ଆନ୍ଧ୍ର ସରକାର। ଯାହା ଓଡ଼ିଶାର 24 ବର୍ଷ ସରକାର ପୁରୁଷାର୍ଥ ଉପରେ ସିଧା ସୃଷ୍ଟି କରିଛି ପ୍ରଶ୍ନବାଚୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: