ସରକାରଙ୍କ ଅନୁମୋଦନ କ୍ରମେ ବଳକା ହଜାର ହଜାର କ୍ବିଣ୍ଟାଲ୍ ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କିଣିବାକୁ ଆଗ୍ରହୀ ମିଲର୍ ବା ବ୍ୟକ୍ତି ସ୍ପଟ୍ ଭିଜିଟ୍ ମଧ୍ୟ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ଅର୍ପଣ ଚାଉଳକୁ ବିକ୍ରି କରି ଟେଣ୍ଡରରୁ ଆଦାୟ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ । ଅନ୍ୟପଟେ ପ୍ରଶାସନ ନିର୍ଦ୍ଦେଶ ଦେଲେ ପୁଣି ସୁଆରମହାସୁଆର ନିଯୋଗ ତରଫରୁ କାନିକା ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟାଯିବ ବୋଲି ନିଯୋଗର ସଭାପତି କହିଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...