ଏନେଇ ସୂଚନା ଦେଇଛନ୍ତି ପୋଷ୍ଟମର୍ଟମ କରିଥିବା ଡାକ୍ତର ସୁସେନ ପଣ୍ଡା । ଗତକାଲି ଚନ୍ଦକା ଅଭୟାରଣ୍ୟରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଭୋରରୁ ତାର ମୃତ୍ୟୁ ଘଟିଥିଲା। ପୂର୍ବରୁ ନନ୍ଦନକାନନରେ ଥିବା ବେଳେ ନନ୍ଦ ହାତୀ ପର୍ଯ୍ୟଟକଙ୍କ ପାଖରେ ବେଶ୍ ପରିଚିତ ଥିଲା।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ...
ସେପ୍ଟିସେମିଆ ଯୋଗୁଁ ହୋଇଛି ନନ୍ଦ ହାତୀର ମୃତ୍ୟୁ

ଭୁବନେଶ୍ୱର: ଆସିଲା ନନ୍ଦ ହାତୀର ପୋଷ୍ଟମର୍ଟମ ରିପୋର୍ଟ । ସେପ୍ଟିସେମିଆ ଯୋଗୁଁ ହୋଇଛି ନନ୍ଦ ହାତୀର ମୃତ୍ୟୁ । ହାତୀକୁ ପୂର୍ବରୁ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇ ସାରିଥିଲା । ବ୍ଲଡ ଇନଫେକ୍ସନ କମାଇବା ପାଇଁ ତାହାର ଚିକତ୍ସା ଚାଲିଥିଲା । ଅଧିକ ଇନଫେକ୍ସନ ହେବା ଯୋଗୁଁ ସେପ୍ଟିସେମିଆ ହୋଇଛି ।
Download Argus News App
