ଏନେଇ ପୂଜକ ପପୁ ମହାପାତ୍ର ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ। ମନ୍ଦିର ପରିଚାଳନା କମିଟି ଉପସଭାପତି ପବିତ୍ର ସ୍ବାଇଁ ଏନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ଜଣାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଥରେ ଚୋରି ହୋଇ ଥିବା ବେଳେ କୌଣସି ଅଭିଯୋଗ କରାଯାଇନଥିଲା । କମିଟିର ସଦସ୍ୟ ମାନଙ୍କ କହିବା ଅନୁଯାୟୀ ପ୍ରାୟତଃ ୩୦ ରୁ ୪୦ ହଜାର ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର