ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର ତାଲିକାରେ ଅନିଲ୍ କୁମ୍ବଲେ ୯୫୩ ୱିକେଟ୍ ନେଇ ପ୍ରଥମ,ଅଶ୍ବିନ୍ ୭୪୪ ନେଇ ଦ୍ବିତୀୟ ସ୍ତାନରେ ରହିଛନ୍ତି ।
ବୁମରା ଦିନିକିଆରେ ୧୦୦ ୱିକେଟ ନେବାରେ ଭାରତର ଦ୍ରୁତତମ ବୋଲର। ସେହିପରି ୭୦ଟି ବୁମ୍ରା ଦିନିକିଆରେ ୧୦୦ ୱିକେଟ ନେବାରେ ଭାରତର ଦ୍ରୁତତମ ବୋଲର। ସେହିପରି ୭୦ଟି ଟି-୨୦ରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୮୯ ୱିକେଟ୍ ନେଇଛନ୍ତି।ସେ ଦ୍ରୁତତମ ବୋଲର ଭାବେ ୫୦ଟି ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି।ଟି-୨୦ରେ ସେ ଦ୍ରୁତତମ ବୋଲର ଭାବେ ୫୦ଟି ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି।
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପ୍ରଥମ ଇଂନିସ ୩୭୬ ରନରେ ଅଟକିଲା ରୋହିତ ସେନା,ଜୟସ୍ୱାଲ ୫୬,ଅଶ୍ବିନ୧୧୩, ଜାଡେଜା୮୬ ରନ୍ ପାରା ଖେଳିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସ ଭାରତ ୩୭୬ ରନ୍ କରିଥିବାବେଳେ ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା,ଭାରତ ପକ୍ଷରୁ ବୁମରା ୫୦ ରନ୍ ଦେଇ ୪ ୱିକେଟ୍ ନେବା ସହ ଗୋଟିଏ ମେଡେନ ମଧ୍ୟ ନେଇଥିଲେ । ଦ୍ବିତାୟ ଇଂନିସରେ ଭାରତଖେଳ ଜାରି ରଖିଛି ଗିଲ୍ ପନ୍ତ ଅର୍ଦ୍ଧଶତକୀୟ ପାରି ମଧ୍ୟ ଖେଳିଛନ୍ତି । ଭାରତ ବାଂଲାଦେଶ ବିପକ୍ଷରେ ୨ଟି ଟେଷ୍ଟ ଖେଳିବ ୨ରୁ ୨ ଜିତିବା ଲକ୍ଷ୍ୟରେ ରହିଛି ରୋହିତ୍ ସେନା