ଆଜି ରାମ ଜନ୍ମ ଭୂମୀ ଅଯୋଧ୍ୟାରେ ଭୂମୀ ପୂଜନ ଉତ୍ସବ । ଦେଶର କୋଣଅନୂକୋଣରେ ଥିବା ରାମ ଭକ୍ତଙ୍କ ମଧ୍ୟରେ ଦେଖାଯାଉଛି ଖୁସିର ଝଲକ । ଏହି ଅବସରରେ ଶୁଣନ୍ତୁ କଣ କହୁଛନ୍ତି ମୟୁରଭଞ୍ଜ ଉଦଳା ହନୁମାନ ମନ୍ଦିରରେ ପୂଜା ଅର୍ଚ୍ଚନା କରୁଥିବା ଭକ୍ତ....
#TheArgus #Odishanews #Hanuman_Temple #Mayurbhanj #Udala