ନୟାଗଡ ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ । ଆଉ 2ଦିନ ପରେ ହତ୍ୟା ଘଟଣାକୁ ପୂରିବ ମାସେ । କିନ୍ତୁ ଏଯାଏ ପୋଲିସ ହାତ ଖାଲି । ଗତ ଜୁଲାଇ 14 ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀକୁ ଅପହରଣ କରି ନିଆଯାଇଥିଲା । ଏହାର 10ଦିନ ପରେ ଏକ ବସ୍ତାରୁ ପରୀର ମୃତଦେହ ମିଳିଥିଲା । ତେବେ କିଏ, କାହିଁକି ପରୀକୁ ମାରିଲା ତାହା ଏବେ ବି ରହସ୍ୟ । ଅନ୍ୟପଟେ ପରୀକୁ ନ୍ୟାୟ ଦାବିରେ ଜୋର ଧରିଛି ଆନ୍ଦୋଳନ .....
#ArgusNews #OdishaNews #Nayagarh #Pari_Murder_Case