#ପୁଣି_ଥରେ_ଚର୍ଚ୍ଚାରେ_ବ୍ରହ୍ମପୁର_MKCG
ଦୀର୍ଘ ବର୍ଷ ପରେବି ମେଡ଼ିକାଲରେ ନାହିଁ ବିଶ୍ରାମ ଗୃହଟିଏ I ମାସ ମାସ ଧରି ଚଟାଣରେ ପଡ଼ି ରହୁଛନ୍ତି ସମ୍ପର୍କୀୟ I ରୋଗୀଙ୍କ ପାଇଁ ମଧ୍ୟ ବେଡ଼ର ଘୋର ଅଭାବ I ଚଟାଣରେ ବି ଯାଗା ଅଭାବରୁ ବାହାରେ ଶୀତ ରାତି କାଟିବାକୁ ପଡ଼ୁଛି i
#ArgusNews #brahmapur #MKCG #OdishaSarkar #Odisha