#ଫେରାର_ଦୁଷ୍କର୍ମୀ_କୁ_ପୁଣି_କାବୁ_କଲା_ପୋଲିସ ।
ରାଉରକେଲା ପୋଲିସ ହାତରୁ ଫେରାର ରେପ ଅଭିଯୁକ୍ତ ଗିରଫ ।
ସୋମବାର ପାଖାପାଖି 4ଟାବେଳେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ଆରଜିଏଚ ଆଣିଥିଲା ବ୍ରାହ୍ମଣୀ ତରଙ୍ଗ ପୋଲିସ । ହେଲେ ଅତି ଚତୁରତାରର ପୋଲିସ ଆଖିରେ ଧୂଳି ଦେଇ ଫେରାର ହେଇଯାଇଥିଲା ଅଭିଯୁକ୍ତ I
#Rourkela #Police #ArgusNews