ସମୟ ଯେତେ ପାଖେଇ ଆସୁଛି, ଚର୍ଚ୍ଚା ସେତେ ବଢ଼ୁଛି। ଟ୍ରମ୍ପ ଜିତିବେ ନା କମଲା ହାରିସ ଜିତିବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଆସନ୍ତା ନଭେମ୍ବର ୫ରେ ଆମେରିକାବାସୀ ସେମାନଙ୍କ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଭୋଟ୍ ଦେବେ ।