#ସ୍ୱାଦିଷ୍ଠ_ବ୍ୟଞ୍ଜନ_ରେ_ମହକିତ_ହୁଏ_ଓଡ଼ିଆଙ୍କ_ବାରମାସରେ_ତେର_ପର୍ବ....
ଖାଦ୍ୟ ପ୍ରିୟ ଓଡ଼ିଆ ତାର ଅତିପ୍ରିୟ ପଖାଳ ପାଇଁ ସୃଷ୍ଟି କରିଛି ଏଭଳି ଆଉ ଏକ ନିଆରା ଦିନ । ମାର୍ଚ୍ଚ 20 ଆସିଲେ ଗାଁରୁ ସହର ଆଉ ଝୁମ୍ପୁଡି ରୁ ତାରକା ହୋଟେଲ ଆଉ ହଷ୍ଟେଲ ଯାଏଁ ସବୁଠି ରାଜ କରେ ଭଳିକି ଭଳି ଆଇଟମ ସହ ମହକରେ ଭରା ପଖାଳ କଂସା । ଚାରିଆଡେ ପଖାଳ ର ଆସର ଭିତରେ ଆମେ ରାଜଧାନୀ ରୋଜି କିଚେନ ର ନିଆରା ପଖାଳ ହାଣ୍ଡି ରୁ ପରଖିଛୁ ଓଡ଼ିଆ ବ୍ୟଞ୍ଜନ...
#ArgusNews #Odisha #Pakhala_Divas #Rosy_Kitchen #Bhubaneswar