#ମହିଳା_ଚାଷୀଙ୍କୁ_ଲକ୍ଷପତି_କରାଇଛି_ତରଭୁଜ_ଚାଷ
କରୋନା ମହାମାରୀ ଜୀବନ ଓ ଜୀବିକା ଉଭୟକୁ ପ୍ରଭାବିତ କରିଛି...ଏଭଳି ସଙ୍କଟ ସମୟରେ ମୟୁରଭଞ୍ଜ ଜିଲ୍ଲାରେ ମହିଳାଚାଷୀ ମାନଙ୍କୁ ଆୟକରୀ ଚାଷ ସହ ଯୋଡି ସଫଳତା ପାଇଛି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା...
#ArgusNews #Odisha #Mayurbhanj #Karanjia #WomenEmpoerment #Watermelon #watermelonfarming #goodnews