କରୋନା ମୃତ୍ୟୁରେ ଲାଗୁନି ବ୍ରେକ। ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ ମୃତ୍ୟୁ। ଦିନକରେ 68 ଜୀବନ ନେଇଛି ଭାଇରସ । ଖୋର୍ଦ୍ଧାରୁ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରୁ ୭, ବରଗଡ଼, ମୟୂରଭଞ୍ଜରୁ ୬ ଜଣ , ସୁନ୍ଦରଗଡ଼ରୁ ୫, ପୁରୀରୁ ୪ ଜଣଙ୍କ ମୃତ୍ୟୁ ହୋଇଛି।
#ArgusNews #ArgusNewsTV #Odisha #CoronaDeathRate