ଦେଶରେ ଓଡ଼ିଶାରେ ହେଉଛି ସର୍ବାଧିକ ବଜ୍ରପାତ । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଓଡ଼ିଶା ଏଭଳି ଅଲୋଡ଼ା ରେକର୍ଡ କରିଛି । ରିପୋର୍ଟ ଅନୁସାରେ ଓଡ଼ିଶାରେ 1 ଏପ୍ରିଲ 2020ରୁ 31 ମାର୍ଚ୍ଚ 2021 ମଧ୍ୟରେ 20 ଲକ୍ଷ 43 ହଜାର ଥର ବଜ୍ରପାତ ହୋଇଛି ।
#ArgusNews #ArgusUpdate #Odisha #Thunderstorm