ବଲିଉଡ଼ର ଅଭିନେତା ସିର୍ଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସିର୍ଦ୍ଧାର୍ଥ ଟିଭି ରିଆଲିଟି ସୋ ବିଗ୍ ବସରେ ଅଂଶଗ୍ରହଣ କରି ଓ୍ବିନର ହୋଇଥିଲେ । ଏଭଳି ହଠାତ୍ ସିର୍ଦ୍ଧାର୍ଥ ମୃତ୍ୟୁ ଖବର ତାଙ୍କ ପରିବାର ଏବଂ ତାଙ୍କ ଅଗଣିତ ଫ୍ୟାନ୍ସଙ୍କୁ ଦୁଃଖ ପହଞ୍ଚାଇଛି ।
#Bollywood #bollywoodstar #SidharthShukla #Death #heartattack #Mumbai #ArgusNews