ବୁଲା ପଶୁଙ୍କ ଖାଦ୍ୟ ଖାଇ ଭୋକିଲା ପେଟକୁ ବୁଝାଇଲେ ଦିବ୍ୟାଙ୍ଗ ଯୁବକ । କୋଭିଡ କାଳର ଏହି ବିକଳ ଦୃଶ୍ୟ ଆସିଛି ଗଞ୍ଜାମ ଜିଲ୍ଲାରୁ । ବୁଗୁଡା ବସଷ୍ଟାଣ୍ଡରେ ଦୀର୍ଘ 4 ଦିନ ହେଲା ଭୋକ ଉପାସରେ ପଡି ରହିଛନ୍ତି ଯୁବକ ଜଣଙ୍କ ।
#ArgusNews #Odisha #ArgusUpdate #Ganjam #oldman