ଶେଷରେ ଚୀନର ହାତ ଛାଡି ନିଜ ମତ ବଦଳାଇଲା “ହୁ” । ଚୀନର ଉହାନ ସହରରୁ କୋରୋନାର ଉତ୍ପତ୍ତି ଲିଙ୍କକୁ ଏଡାଇ ଦିଆ ନଯାଇ ପାରେ ବୋଲି କହିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ । କୋରୋନାର ମୂଳ ଉତ୍ପତ୍ତି ସ୍ଥଳ ନେଇ ବର୍ତ୍ତମାନ ବି ବୈଜ୍ଞାନିକ ମାନେ ଗବେଷଣା ଚଳାଇଛନ୍ତି।
#ArgusNews #ArgusUpdate #National #China #Wuhan #corona