ଅଢେଇ ମାସର ପରେ ସାରା ରାଜ୍ୟରେ ଗଡ଼ିଲା ବସ । କଟକଣା କୋହଳ ପରେ ଆଜିଠୁ ସବୁ ରୁଟରେ ଚଳାଚଳକୁ ମିଳିଛି ଅନୁମତି । ଅବଶ୍ୟ ରାଜ୍ୟ ବାହାରକୁ ବସ ଚଳାଚଳ ଉପରେ ଏବେ ବି କଟକଣା ରହିଛି । ବସ ଯାତ୍ରୀଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।
#ArgusNews #ArgusUpdate #Odisha #BusTravel #guidelines