ଆଫଗାନ ସ୍ଥିତିକୁ ନେଇ ଆଜି ବସିବ ଜି-20 ଶିଖର ସମ୍ମିଳନୀ। କାର୍ଯ୍ୟକ୍ରମରେ ଭିସି ଯୋଗେ ଯୋଗଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଂଶଗ୍ରହଣ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
#G20Summit #Afghanistan #ForeignMinistry Narendra Modi #National #ArgusNews