କରୋନା ଅନାଥ ଶିଶୁ ସଂଖ୍ୟାରେ ଦେଶରେ ଦ୍ବିତୀୟରେ ରହିଛି ଓଡ଼ିଶା । ଏବେ ସୁଦ୍ଧା ଓଡ଼ିଶାରେ ୬ ହଜାର ୫୬୨ ଅନାଥ ଶିଶୁଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଦେଶରେ ୭୫ ହଜାର ୩୨୦ କରୋନା ଅନାଥ ଶିଶୁ ଚିହ୍ନଟ ହୋଇଛନ୍ତି ।
#ArgusNews #Odisha #ArgusUpdate #CoronaPandemic #OrphanChildren