ଦ୍ବିତୀୟ ଟି-20 ମ୍ୟାଚକୁ 4ଓ୍ବିକେଟରେ ଜିତିନେଇ 3 ମ୍ୟାଚ ବିଶିଷ୍ଟ ସିରିଜକୁ 1-1ରେ ବରାବର କରିଛି ଶ୍ରୀଲଙ୍କା ଟିମ। କୋରୋନା ପ୍ରଭାବିତ ଭାରତୀୟ ଦଳରୁ 7ଜଣ ଖେଳାଳି ପୁରା ଶୃଙ୍ଖଳାରୁ ବାଦ ପଡିବା ପରେ ଟିମ୍ ଇଣ୍ଡିଆ ଅପେକ୍ଷାକୃତ ଦୁର୍ବଳ ସାବ୍ୟସ୍ତ ହୋଇଛି।
#ArgusNews #Odisha #ArgusUpdate #IndiaVsSriLanka