ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବ୍ରଜରାଜନଗର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ କ୍ୟାଣ୍ଡଲ ମାର୍ଚ୍ଚ ହୋଇଥିଲା ।ଏଥିରେ ଯୋଗ ଦେଇଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ । #JusticeForMamita #Mamitamurdercase #Gobindasahu #captaindibyashankarmishra #Odisha #ArgusNews #jharsuguda