#ଜୀବିକା_ଦେଇଛି_ଆମ୍ବ_ଟାକୁଆ
ମହାମାରୀ କରୋନା ଛଡାଇ ନେଇଛି ଜୀବିକା । ପରିବାର ଚଳାଇବା ପାଇଁ ଚିନ୍ତାରେ ଗୃହସ୍ଥ । ଏଭଳି ସମୟରେ ଆଦିବାସୀ ମହିଳାଙ୍କ ପାଇଁ ଆମ୍ବ ଟାକୁଆ ଦେଇଛି ଦୁଇମାସର ରୋଜଗାର ।
#ArgusNews #Odisha #GoodNews #Kandhamal #darigbadi