HEADLINES@2PM | 11 OCT 2021 | ArgusNews
+ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ
+ ମହୁମାଛି ଆକ୍ରମଣରେ ବାପ, ଝିଅଙ୍କ ମୃତ୍ୟୁ
+ ଭାରତୀୟ ମହାକାଶ ସଂଘର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
+ ଚାଷୀଙ୍କ ଟଙ୍କା ହଡ଼ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
+ ବାଣ୍ଟିବାକୁ ଆସିଥିଲେ ବିଜୁ ସ୍ବାସ୍ଥ୍ୟକାର୍ଡ କିନ୍ତୁ ଜନତାଙ୍କ ପ୍ରଶ୍ନରେ ହେଲେ ବାଟବଣା
+ ପୁଣି ବିବାଦରେ ମାଲକାନଗିରି ପୋଲିସ
+ 13ରେ ଆଉ ଏକ ଲଘୁଚାପ
#Headlines2PM #Ambulance #honeybeeattack #ISPA #BSKY #MalkanagiriPolice #LowPresure #Odisha #ArgusNews