Headlines 4pm | 10 Feb 2022 | Argus News
+ବଲାଙ୍ଗିରରେ ପୁଣି 2 ମନ୍ତ୍ରୀଙ୍କୁ ଅଣ୍ଡାମାଡ଼
+ଗଞ୍ଜାମରେ ମଣ୍ଡି ସମସ୍ୟାକୁ ନେଇ ପୁଣିଥରେ ତେଜିଲା ଚାଷୀ ଅସନ୍ତୋଷ
+ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ପୁରିଲା ୧୨ ଦିନ
+ଏସଟିଏଫ୍ କବଜାରେ ବ୍ରାଉନସୁଗାର ବେପାରୀ
+ନରସିଂହପୁର ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା
+ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ
+ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ
#headlines #Odisha #ArgusNews