ଟେରର ଫଣ୍ଡିଂ ମାମଲାକୁ ନେଇ ଏନଆଇଏ ପକ୍ଷରୁ ଚାର୍ଜସିଟରେ ବଡ ଖୁଲାସା କରାଯାଇଛି । ପାକିସ୍ତାନରେ ରହୁଥିବା ଦାଉଦ ଇବ୍ରାହିମ ଓ ତାର ସହଯୋଗୀ ଛୋଟା ସକିଲ ଭାରତରେ ପୁଣି ଥରେ ଆତଙ୍କବାଦୀ କରିବାର ଷଡଯନ୍ତ୍ର କରୁଥିବା ନେଇ ଏହି ଚାର୍ଜସିଟରେ ଏନଆଇଏ ପକ୍ଷରୁ କୁହାଯାଇଛି ।
#pakistan #ibrahimdawood #Attack #ArgusNews