କନ୍ୟାଙ୍କ ନାଚ କଲା ମତୁଆଲା। ଆଜିକା ଟାଇମ୍ରେ ଚାଲିଥିବା ଉତପଟାଙ୍ଗ ନାଚ ଭଳି ନଥିଲା। ବରଂ ଥିଲା ଶାଳିନତାପୂର୍ଣ୍ଣ ନାଚ। ଓଠରେ ସ୍ମିତ ହାସ୍ୟ ଏବଂ ଆଖିରେ ଥିଲା ଲାଜ। ହେଲେ ଏହି ଲାଜକୂଳି କନ୍ୟାଟି ଏପରି ନୃତ୍ୟ କଲେ ଉପସ୍ଥିତ ସମସ୍ତ ଅତିଥି ତାଳି ନ ମାରି ରିହିପାରିଲେନି।
#viralvideo #newcouple #dance #marriageparty #ArgusNews